God Ganesh Vandana

 ନମଇ ପ୍ରଭୂ ଲମ୍ବୋଦର ।

ପାଶ ଅଙ୍କୁଶ ବେନିକର ॥

କରି କପାଳେ ଶୋହେ ଚିତା ।

ବିଦ୍ୟା ବୁଦ୍ଧିରେ ଜଗଜ୍ଜେତା ॥

ଯାହା ପ୍ରସାଦେ ନିରନ୍ତର ।

ସକଳ ବିଘ୍ନ ହୁଏ ଦୂର ॥

ତାଙ୍କ ପୟେରେ ମୋର ମତି ।

ସିଦ୍ଧି ଦିଅନ୍ତୁ ଗଣପତି ॥


Comments

Post a Comment

Popular posts from this blog

ଜୀବନର ଚଲା ପଥରେ ଅଲୋଡ଼ା ବାଟୋଇ ଟିଏ !

"ବୋଉ ପାଇଁ ପଦେ"

ବର୍ତ୍ତମାନ ଜୀବନ