Our future


ଦୁନିଆ ରେ ଆମେ ଯାହା ବି କିଛି କରିଥାଉ ସେଥି ପଛରେ ଆମର ସବୁକିଛି ଅତୀତ ସହିତ ଯୋଡ଼ିହେଇ ରହିଥାଏ । ଆମ ଦୁନିଆ ଯେତେବି ଉନ୍ନତୀ ହେଇଥାଉ ସେଥି ପଛରେ ଆମ ପୂର୍ବଜ ମାନଙ୍କର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଅଛି । ଯେତେବେଳେ ଆମେ ଆମର ଅତୀତକୁ ମନେପକାଇଥାଉ କିମ୍ବା ଆମର ସୃଷ୍ଟିର ରହସ୍ୟକୁ ଜାଣିବାକୁ ଚାହିଁଥାଉ ସେତେବେଳେ ଆମେ ବାସ ଏତିକି ଜାଣିଥାଉକି ଆମ ସୃଷ୍ଟିର ରଚୟିତା ଆମ ପୂର୍ବଜ । ଆଜିକାଲିର ମନୁଷ୍ୟ ବିଜ୍ଞାନ କ୍ଷତ୍ରରେ ଉନ୍ନତ ମାଧ୍ୟମରେ ନିଜର ବୁଦ୍ଧି ପ୍ରୟୋଗ କରି ଯାହାବି କିଛି କରିଅଛି ତାହା ପଛରେ ଥିବା ସେହି ଦକ୍ଷତାଟି ହେଉଛି ଯାହା ତାର ପୂର୍ବଜ ଶିଖାଇଯାଇଅଛି । ବେଳେବେଳେ ଆମେ ଏହା ଭାବିଥାଉ କି ଆମେ ଏ ବିଶାଳ ପୃଥିବୀକୁ ଆସିଲେ କିପରି ଏ ବିଶାଳ ପୃଥିବୀରେ ଆମକୁ ଆଣିବାରେ କାହାର ଭୂମିକା ରହିଅଛି ତାହା ଜାଣିବାପାଇଁ ଆମେ ବହୁତ ଉଛୁକ ହୋଇଥାଉ । ବିଜ୍ଞାନ କ୍ଷତ୍ରରେ କହିବାକୁ ଗଲେ ଆମେ ଆମ ପୃଥିବୀକୁ ଆସିବାର ଅନେକ ବୈଜ୍ଞାନିକ ମନ୍ତବ୍ୟ ରହିଛି ସେଥିମଧ୍ୟରେ କୁହାଯାଇଛି ଯେ ଅନେକ ବର୍ଷ ପୂର୍ବେ ଆଜକୁ ପ୍ରାୟ ହଜାର ହଜାର ବର୍ଷ ପୂର୍ବେ ଆମ ପୃଥିବୀ ଏକ ଜଳନ୍ତା ଅଗ୍ନି ପିଣ୍ଡ ହୋଇ ମହାକାଶରେ ଘୁରିବୁଲୁଥିଲା ଧୀରେ ଧୀରେ ପୃଥିବୀ ସହିତ ଅନେକ ଉଲ୍କା ଆସି ମାଡ଼ ହେବ ଫଳରେ ଆମ ପୃଥିବୀର ଚାରିପାର୍ଶ୍ଵରେ ଥିବା ବାୟୁ ସଂସ୍ପଶରେ ଆସି ଧୀରେ ଧୀରେ ପୃଥିବୀ ଶୀତଳ ହେବାକୁ ଲାଗିଲା, ପୃଥିବୀ ସହ ଏମିତି ବାରମ୍ବାର ହେବାଦ୍ଵାରା ପୃଥିବୀ ଚତୃପାର୍ଶ୍ୱରେ ଥିବା ବାୟୁରେ ରାସୟାନିକ ପ୍ରତିକ୍ରିୟା ସୃଷ୍ଟି କରି ଅମ୍ଳ ବର୍ଷା ହେବାକୁ ଲାଗିଲା, ସେହି ଅମ୍ଳ ବର୍ଷା ଦ୍ଵାରା ପୃଥିବୀ ପୃଷ୍ଠରେ ଜଳ ସଂଗୃହିତ ହେଲା ଧୀରେ ଧୀରେ ସେହି ଜଳ, ବାୟୁ ସହ ପ୍ରତିକ୍ରିୟା କରି ଜଳ ମଧ୍ୟରେ ଏକକୋଷି ପ୍ରାଣୀ ଗଠିତ ହେଲା । ସେହି ଏକକୋଷି ପ୍ରାଣୀଙ୍କ ପ୍ରଜନନ ହେବାଦ୍ଵାରା ସେଥି  ମଧ୍ୟରୁ ଦୁଇକୋଶୀ ପ୍ରାଣୀ ଜନ୍ମିତ ହେଲେ ଧୀରେ ଧୀରେ ସେଥିରୁ ଡାଇନେସର ଭଳି ଅନେକ ବିଶାଳ ପ୍ରାଣୀ ଜନ୍ମ ନେଲେ ଧୀରେ ଧୀରେ ସେମାନେ ପରିବେଷ ସହ ସଙ୍ଘସ କରି ସେମାନେ କାଳକ୍ରମେ ମନୁଷ୍ୟ ଭଳି ଉନ୍ନତ ମାନର ଜୀବନ ରେ ପରିଗଣିତ ହେଲେ । 



    Everything we do in the world is connected to the past.  Our forefathers have played a very important role in the development of our world.  When we remember our past or want to know the secrets of our creation, we know that the creator of our creation is our ancestor.  In the field of modern human science, it is the ability that has been taught by its predecessors in the field of science that has been taught by its predecessors.  Sometimes we think that when we come to this great world, we are very curious to know who has a role to play in bringing us to this great world.  In the field of science, there are many scientific comments that we have come to our earth, including the fact that many years ago today, thousands of years ago, our earth was a fiery flame and orbited in space.  Gradually the earth began to cool down, and with so much frequent contact with the Earth, it began to produce acidic reactions by creating a chemical reaction in the air around the earth, by which the acid rain accumulated on the surface of the earth.  The breeding of that one-celled creature gave birth to two of them, and slowly, as many dinosaurs as they were born, gradually merging with the environment and eventually becoming better-off human beings.                

Comments

Post a Comment

Popular posts from this blog

ଜୀବନର ଚଲା ପଥରେ ଅଲୋଡ଼ା ବାଟୋଇ ଟିଏ !

"ବୋଉ ପାଇଁ ପଦେ"

ବର୍ତ୍ତମାନ ଜୀବନ